ମଙ୍ଗଲ୍ୟ Maṅgalya
- ସଂ. ବିଣ—(ମଙ୍ଗଳ+ହିତାର୍ଥେ. ଯ) — ମଙ୍ଗଳଜନକ; ଶୁଭଜନକ — Auspicious; propitious
- ସଂ. ବିଣ—(ମଙ୍ଗଳ+ହିତାର୍ଥେ. ଯ) — ସୁଖକର; ସୁଖଦାୟକ — Producing happiness
- ସଂ. ବିଣ—(ମଙ୍ଗଳ+ହିତାର୍ଥେ. ଯ) — ସୁନ୍ଦର — Beautiful
- ବି — ଚନ୍ଦନ — Sandal
- ବି — ଦଧି — Curd
- ବି — ସୁବର୍ଣ୍ଣ — Gold
- ବି — ବିଲ୍ୱ ବୃକ୍ଷ — The Bel tree
- ବି — ଅଶ୍ୱତ୍ଥ ବୃକ୍ଷ — The holy fig tree
- ବି — ସିନ୍ଦୂର — Vermillion
- ବି — କଇଥ ଗଛ — Wood apple (tree)
- ବି — ନଡ଼ିଆ ଗଛ — Cocoanut tree
- ବି — ପଇଡ଼ — Raw or green cocoanut