ମଙ୍ଗଲ୍ୟାଗୁରୁ Maṅgalyaguru

  • ସଂ. ବି — କେଦାରଖଣ୍ଡରେ ଉତ୍ପନ୍ନ ଅଗୁରୁବିଶେଷ — An excellent species of aloes- wood growing in Kedārakhaṇḍa
  • ସଂ. ବି — [ଦ୍ର— ଏହା ସୁଗନ୍ଧ ଓ ଶୀତଳ ଏବଂ ଯେତେବେଳେ ଯେଉଁ ଦ୍ରବ୍ୟ ସଙ୍ଗେ ମିଶ୍ରିତ ହୁଏ ସେତେବେଳେ ତାହାରି ଗୁଣକୁ ଗ୍ରହଣ କରେ।]