ମଙ୍ଗରାଜ Maṅgarāja

  • ଦେ. ବି — କେତେକ ରାଜାଙ୍କ ବଂଶଗତ ଉପାଧିବିଶେଷ — A family title of kings
  • ଦେ. ବି — କ୍ଷତ୍ରିୟଙ୍କ ବଂଶୋପାଧି ବିଶେଷ — A family title of Kshatriyas