ମଙ୍ଗନ ଓତା Maṅgana otā

  • ଦେ. ବି — ବିବାହର ପୂର୍ବ ଦିବସରେ ବର ଓ କନ୍ଯା ଯେଉଁ ନୂଆ ଲୁଗା ପିନ୍ଧନ୍ତି — New cloths put on by the bride and the bridegroom on the day previous to the marriage
  • ଦେ. ବି — [ଦ୍ର— କନ୍ୟାର ଲୁଗାକୁ ମଙ୍ଗନ ଶାଢ଼ି ଓ ବରର ଲୁଗାକୁ ମଙ୍ଗନ— ପାଞ୍ଚି କହନ୍ତି।]