ମଙ୍ଗତ୍ ଜାନ୍ Maṅgat jān

  • ବୈଦେ. ବି. (ଫା. ମଙ୍ଗତ୍=ଯେ ମଙ୍ଗେ ବା ରାଜି ହୁଏ +ଜାନ୍= ସ୍ତ୍ରୀ ଲୋକ) — ନର୍ତ୍ତକୀ; ବେଶ୍ୟା — A female dancer; dancing girl, who has accepted the professiobn of dancing out of her free will; prostitute