ମଙ୍ଗ ଧରା Maṅga dharā
- ଦେ. ବି — ନୌକାର ପଛ ମଙ୍ଗରେ ଲାଗିଥିବା ନୌକାର ଗତିର ଦିଗନିୟାମକ ଆହୁଲା — The helm of a boat; the rudder
- ଦେ. ବି — [ଦ୍ର—ସୁକାନ ଡଙ୍ଗା ଗଢ଼ା ହେଲା ହେଳେ ଡଙ୍ଗାର ପଛ ପାଖରେ କବିଜାଦ୍ୱାରା ସଂଲଗ୍ନ କରାଯାଇ ଥାଏ। ମଙ୍ଗଧରା ମଧ୍ୟ ଡଙ୍ଗାର ପଛପାଖରେ ଲାଗିଥାଏ। ମଙ୍ଗଧରା ଡଙ୍ଗାର ପଛ ମଙ୍ଗରେ ଦଉଡ଼ା ଦ୍ୱାରା ଛନ୍ଦା ହୋଇଥାଏ]
- ଦେ. ବି — ମଙ୍ଗୁଆଳ; ଯେଉଁ ନାବିକ ନୌକାର ପଛ ମଙ୍ଗରେ ଲାଗିଥିବା ଆହୁଲାକୁ ଧରି ନୌକାର ଗତିକୁ ନିୟନ୍ତ୍ରିତ କରେ — Helmsman
- ଦେ. ବି — (ଲକ୍ଷାଣର୍ଥ) ଚାଳକ — (figurative) Leader