ମଘୁଶିର Maghuṡria

  • ଗ୍ରା. ବି (ସଂ. ମାର୍ଗଶୀର୍ଷ; ମାର୍ଗଶିରଃ) — ମାର୍ଗଶିର ବା ଅଗ୍ରହାୟଣ ମାସ — The lunar month of 'Mārgaṡira' following Kārttika
  • ଗ୍ରା. ବି (ସଂ. ମାର୍ଗଶୀର୍ଷ; ମାର୍ଗଶିରଃ) — (ଉ— କାର୍ତ୍ତିକ ସରନ୍ତେ ସଖି ମଗୁଶୀର ଆସେ। ପ୍ରାଚୀ. ରହସ୍ୟମଞ୍ଜରୀ।)