ମଗ୍ନଗିରି Nagna giri
- ସଂ. ବି (କର୍ମଧା; ମଗ୍ନ+ଗିରି) — ସମୁଦ୍ର ମଧ୍ୟରେ ବୁଡ଼ି ଥିବା ପର୍ବତ; ବୁଡ଼ା ପାହାଡ଼ — Submarine rock
- ସଂ. ବି (କର୍ମଧା; ମଗ୍ନ+ଗିରି) — ପୌରାଣିକ ମୈନାକପର୍ବତ — Name of a mythological mountain
- ସଂ. ବି (କର୍ମଧା; ମଗ୍ନ+ଗିରି) — [ଦ୍ର—ଏ ହିମାଳୟ ପୁତ୍ର। ଇନ୍ଦ୍ର ପର୍ବତମାନଙ୍କ ପକ୍ଷଛେଦ କରିବା ସମୟରେ ମୈନାକ ପର୍ବତ ସମୁଦ୍ରରେ ଲୁଚି ରହି ଆତ୍ମରକ୍ଷା କରିଥିବା ପୁରାଣ ପ୍ରସିଦ୍ଧ।]