ମଗା Magā

  • ଦେ. ବି — (ସଂ. ମାର୍ଗଣ)—ଯାଚ୍ଜ୍ଞା; ମାଗିବା — Asking; begging
  • ଦେ. ବି — ଭିକ୍ଷୁକ — Begger
  • ବିଣ — (ଅନ୍ୟଠାରୁ) ମାଗି ଆଣିବା (ପଦାର୍ଥ) — (A thing) Obtained from another by asking for it
  • ବିଣ — ଭିକ୍ଷାକାରୀ (ବ୍ଯକ୍ତି) — Begging alms