ମଗର୍ Magar

  • ପ୍ରାଦେ. (ସମ୍ବଲପୁର) ବୈଦେ (ଆ) ଅ (ତୁଳ. ହି. ମଗର୍) — କିନ୍ତୁ — But
  • ପ୍ରାଦେ. (ସମ୍ବଲପୁର) ବୈଦେ (ଆ) ଅ (ତୁଳ. ହି. ମଗର୍) — ପରନ୍ତୁ — On the other hand
  • ପ୍ରାଦେ (ସମ୍ବଲପୁର) ବି — ମକର (ଦେଖ) — Makara (See)
  • ପ୍ରାଦେ (ସମ୍ବଲପୁର) ବି — (ତୁଳ. ଏହି ଅର୍ଥରେ ହିନ୍ଦି ଏହି ଶବ୍ଦ) କୁମ୍ଭୀର — Alligator