ମଗଜ ଥଣ୍ଡା Magaja thandā

  • ବୈଦେ. ବି—(ଫା. ମଗ୍ଜ୍+ଠଣ୍ଡା) — କ୍ରୋଧଶାନ୍ତି — The cooling of rage
  • ବୈଦେ. ବି—(ଫା. ମଗ୍ଜ୍+ଠଣ୍ଡା) — ମନ ସନ୍ତୋଷ — Contentment