ମଖୁନ୍ଦି Makhundi

  • ପ୍ରାଦେ. (ବାଲେଶ୍ୱର) ବି — ମକୁନ୍ଦି ଉଖୁଡ଼; ସୁମିଷ୍ଟ ଖାଦ୍ୟ ପଦାର୍ଥ — Sweets
  • ପ୍ରାଦେ. (ବାଲେଶ୍ୱର) ବି — [ଉ—ତୋତେ ସେ କି ମଖୁଣ୍ଡି ଖାଇବାକୁ ଦିଏ ଯେ, ତୁ ତା ଘରକୁ ନିତି ସକାଳୁ ଦଉଡ଼ି ଯାଉ।]