ମଖିଶୋଷ୍ Makhiṡosh

  • ଦେ. ବିଣ (ସଂ. ମକ୍ଷିକା= ମହୁମାଛି; ମହୁମାଛି ପରି ସଞ୍ଚୟପ୍ରିୟ; କିମ୍ବା ଯେ ଘିଅରେ ପଡ଼ିଥିବା ମାଛିର ଦିହରୁ ଘିଅ ଶୋଷି ଖାଇବାକୁ ପ୍ରସ୍ତୁତ ଥାଏ) — ଅତି କୃପଣ — Very miserly; niggardly