ମଖ ରକ୍ଷଣ Makha rakshaṇa
- ସଂ. ବିଣ ଓ ବି — ଯଜ୍ଞ ରକ୍ଷାକାରୀ ବ୍ଯକ୍ତି — Protector of sacrifices
- ସଂ. ବିଣ ଓ ବି — (ଉ—ବିପୁଳ ମଖ ରକ୍ଷଣ ଘ୍ରାଣ ତ୍ରାଣ ମୁଖ ସୌମିତ୍ରି ସୁମତି। ଭଞ୍ଜ, ବୈଦେହୀଶବିଳାସ।)
- ସଂ. ବି — ଯଜ୍ଞକୁ ରକ୍ଷା କରିବା — Protecting the performance of a vedic sacrifice