ମକୁନ୍ଦି Makundi

  • ଦେ. ବି. ପୁଂ (ସଂ. ମୁକୁନ୍ଦ) — ମୁକୁନ୍ଦ; ଶ୍ରୀକୃଷ୍ଣ; ବିଷ୍ଣୁ — Bishṇu
  • ଦେ. ବି. ପୁଂ (ସଂ. ମୁକୁନ୍ଦ) — ମୁକୁନ୍ଦ— ନାମକ ବ୍ଯକ୍ତିର ଡାକ ନାମ — Name for calling Mukunda
  • ଦେ. ବି. ପୁଂ (ସଂ. ମୁକୁନ୍ଦ) — (ଉ—ଖାଲି ମକୁନ୍ଦା ଫେର୍ ଫାର୍, ଦୋହୋରି ପଇସା ଅଣ୍ଟାରେ ମାର୍—ଢଗ।)