ମକୁନ୍ଦି ଉଖୁଡ଼ା ଖାଇଲାପରି ମୁହଁ କରିବା Makundi ukhuṟḍ̠ā khāilāparimuhañ kkaribā

  • ଦେ. କ୍ରି—(ବ୍ୟଙ୍ଗ୍ୟାର୍ଥ) — ମୁହଁ ସରସ କରିବା; ମୁଖରେ ଆନନ୍ଦର ଚିହ୍ନ ପ୍ରକାଶ କରିବା — To show facial signs of pleasure
  • ଦେ. କ୍ରି—(ବ୍ୟଙ୍ଗ୍ୟାର୍ଥ) — (ବ୍ୟଙ୍ଗ୍ୟ) ମୁହଁ ବିରସ କରିବା; ମୁଖରେ ଅସନ୍ତୋଷର ଚିହ୍ନ ପ୍ରକାଶ କରିବା — (irony) To show signs of discontent