ମକାର Makāra

  • ସଂ. ବି—(ମ+ସ୍ୱାର୍ଥେ କାର) 'ମ' ଅକ୍ଷର — The letter 'Ma'
  • ସଂ. ବି—(ମ+ସ୍ୱାର୍ଥେ କାର) ମ ଅକ୍ଷର ସୂଚକ ମାତ୍ରା (ଚିତ୍ର); ମଫଳା — The sign of the letter Ma when added to consonants
  • ସଂ. ବି—(ମ+ସ୍ୱାର୍ଥେ କାର) ଓଁ କାର ବା ପ୍ରଣବ ମନ୍ତ୍ରର ତୃତୀୟ ବା ଶେଷ ଅଙ୍ଗ — The last component element of the mystic syllable Oñ
  • ସଂ. ବି—(ମ+ସ୍ୱାର୍ଥେ କାର) [ଦ୍ର— ଓଁ=ଅ (ବ୍ରହ୍ମା)+ଉ(=ବିଷ୍ଣୁ)+ମ(=ମହାଦେବ)।]
  • ସଂ. ବି—(ମ+ସ୍ୱାର୍ଥେ କାର) ମ ଅକ୍ଷରରେ ଆରମ୍ଭ ହୋଇଥିବା ପାଞ୍ଚଗୋଟି ବିଷୟ (ଯାହାକି ବାମମାର୍ଗୀ ତାନ୍ତ୍ରିକମାନେ ସାଧନା କରନ୍ତି) — The five things beginning with the letter 'Ma' which Tantric devotees use during their esoteric rites
  • ସଂ. ବି—(ମ+ସ୍ୱାର୍ଥେ କାର) (ଦ୍ର—ମତ୍ସ୍ୟ, ମାଂସ, ମଦ୍ୟ, ମୈଥୁନ ଓ ମୁଦ୍ରା ଏହି 5 ଟିକୁ ପଞ୍ଚମକାର ବୋଲାଯାଏ।) — (ଦ୍ର—ମତ୍ସ୍ୟ, ମାଂସ, ମଦ୍ୟ, ମୈଥୁନ ଓ ମୁଦ୍ରା ଏହି5ଟିକୁ ପଞ୍ଚମକାର ବୋଲାଯାଏ)