ମକର ଚାଉଳ Makara chāḻa

  • ଦେ. ବି — ମକରସଂକ୍ରାନ୍ତି ଦିନ ଦେବତାଙ୍କୁ ଭୋଗ କରାଯିବା ଗୁଡ଼ମିଶ୍ରିତ ଅପକ୍ୱ ତଣ୍ଡୁଳ — Rice mixed with molasses offered to Deities on the makara Saṁkrānti day