ମକର କ୍ରାନ୍ତି Makara krānti
- ସଂ. ବି. (ଭୂଗୋଳପରିଭାଷା) — ନିରକ୍ଷବୃତ୍ତଠାରୁ 23 ଅଂଶ ଦକ୍ଷିଣରେ କଳ୍ପିତ ରେଖା — ନିରକ୍ଷବୃତ୍ତଠାରୁ23ଅଂଶ ଦକ୍ଷିଣରେ କଳ୍ପିତ ରେଖା— The Tropic of Capricorn
- ସଂ. ବି. (ଭୂଗୋଳପରିଭାଷା) — [ଦ୍ର—ନିରକ୍ଷବୃତ୍ତର 23 ଅଂଶ ଉତ୍ତରରେ ଥିବା ରେଖାକୁ କର୍କଟକ୍ରାନ୍ତି — [ଦ୍ର—ନିରକ୍ଷବୃତ୍ତର23ଅଂଶ ଉତ୍ତରରେ ଥିବା ରେଖାକୁ କର୍କଟକ୍ରାନ୍ତିTropic ofCancer ବୋଲାଯାଏ ଓ23ଅଂଶ ଦକ୍ଷିଣରେ ଥିବା ରେଖାକୁ ମକରକ୍ରାନ୍ତି ବୋଲାଯାଏ ସୂର୍ଯ୍ୟ ଏହି ମକରକ୍ରାନ୍ତିକୁ ମକରସଂକ୍ରାନ୍ତି ବା ମାଘ ସଂକ୍ରାନ୍ତି ଦିନ ଛୁଅଁନ୍ତି ଏହାହିଁ ସୂର୍ଯ୍ୟଙ୍କର ଦକ୍ଷିଣଗତିର ଶେଷ ସୀମା ଏହିଠାରୁ ସୂର୍ଯ୍ୟ ପୁଣି ଉତ୍ତର ଆଡ଼କୁ ଫେରନ୍ତି]