ମକଦମା ଡିସ୍ମିସ୍ Makadamā dis-mis

  • ବୈଦେ. ବି. (କଚିରିଆ) (ଫା. ମୁକଦମା+ଇଂ. ଡିସ୍ମିସ୍) — ମକଦ୍ଦମାରେ ଏକ— ପକ୍ଷର ପରାଜୟ — Defeat of one of the parties to a suit
  • ବୈଦେ. ବି. (କଚିରିଆ) (ଫା. ମୁକଦମା+ଇଂ. ଡିସ୍ମିସ୍) — ମକଦମାରେ ବାଦୀର ଦାବୀର ନାମଞ୍ଜୁରି — The dismissal of the plaintiff's claim