ମକଦମା ଖର୍ଚା Makadamā kharchā

  • ବୈଦେ. ବି. (ଫା. ମୁକଦମା+ଖର୍ଚା) — ଅଦାଲତରେ ବା କିଲଟରୀରେ ମକଦମା ପାଇଁ କରାଯିବା ଆଇନ୍ ନିର୍ଦ୍ଧାରିତ ବ୍ଯୟ — Costs of a suit; expense of litigation which are recognised by law
  • ବୈଦେ. ବି. (ଫା. ମୁକଦମା+ଖର୍ଚା) — [ଦ୍ର—ମକଦମାର ପକ୍ଷ— ମାନେ ପ୍ରକୃତରେ ମକଦମାରେ ଯାହା ବ୍ଯୟ କରିଥାଆନ୍ତି ତାହା ମକଦମା ଖରଚ ବୋଲି ଅଦାଲତ ସ୍ଥିର କରନ୍ତି ନାହିଁ। କିନ୍ତୁ ଆଇନ୍ ଅନୁସାରେ ମକଦ୍ଦମାର ଭିନ୍ନ ଭିନ୍ନ ତଦବୀର୍ ପାଇଁ ଯେତିକି ବ୍ଯୟ କରାଯିବ ବୋଲି ସରକାରଙ୍କ ଆଇନରେ ନିର୍ଦ୍ଧାରିତ ହୋଇଅଛି ତାହା ମକଦମା ଖରଚ ବୋଲି ଧରାଯାଏ।]