ମଏ ମନ୍ତା Mae mantā

  • ଗ୍ରା. ବିଣ. (ସଂ. ମଦମତ୍ତ) — ମତ୍ତ; ଉନ୍ମତ୍ତ — Wholly absorbed; intoxicated
  • ଗ୍ରା. ବିଣ. (ସଂ. ମଦମତ୍ତ) — (ଉ—ହରି ରସେ ମଦ୍ୟ ପାନେ ସର୍ବେ ମଏମତ୍ତା। ପ୍ରାଚୀ. ବ୍ରହ୍ମନିରୂପଣଗୀତା।)