ମଉଳା ଛତୁ Mauḻā chhatu

  • ଦେ. ବି — ଏକ ପ୍ରକାର ଛତୁ — A kind of mushroom
  • ଦେ. ବି — [ଦ୍ର—ଏହା ଆଶ୍ୱିନ ବା କାର୍ତ୍ତିକ ମାସରେ ଜନ୍ମେ। ଏହାର ନାଡ଼ ଗଭୀର ମାଟିରୁ ଉଠିବା ଛତୁର ନାଡ଼ପରି ଦୀର୍ଘ, କିନ୍ତୁ ଉପର ଛତି ଉକ୍ତ ଛତୁର ଛତି ଅପେକ୍ଷା ବଡ଼।]