ମଉଲ ମୁଗୁଲ Maula mugula

  • ଦେ. ବି — ଭାରତକୁ ଭବିଷ୍ୟତରେ ଆକ୍ରମଣ କରିବା ବୈଦେଶିକ ମୋଗଲ ବା ମୁସଲମାନ୍ ଶତ୍ରୁର କାଳ୍ପନିକ ନାମ (ଜଗନ୍ନାଥ, ଭାଗବତ) — Name of some foreign invader whose invasion of India has been foretold in the Bhāgabata
  • ଦେ. ବି — [ଉ— ଏମନ୍ତେ ମଉଲ(ନା) ମୁଗୁଲ, ପୃଥ୍ୱୀକି ହୋଇବେ ସେ ଶଲ। ଜଗନ୍ନାଥ. ଭାଗବତ।]
  • ଦେ. ବି — [ଦ୍ର—ଭାଗବତରେ ଲେଖା ଅଛି ଯେ କଳିଯୁଗ କ୍ରମଶଃ ଅଗ୍ରସର ହେଲେ ଲୋକେ ଧର୍ମଚ୍ୟୁତ ହେବେ, ସଂସାରରେ ପାପ ଭାର ବଢ଼ିବ, ଦେଶକୁ ବିଦେଶୀମାନେ ଆକ୍ରମଣ କରିବେ ଓ ମଉଲ(ନା) ମୁଗୁଲ ଭାରତକୁ ବ୍ୟତିବ୍ୟସ୍ତ କରିବେ।]