ମଉଜ ଭାତ Mauja bhāta

  • ଦେ. ବି—(ଶିଶୁ ଭାଷା) — ଶିଶୁମାନଙ୍କ ମନୋରଞ୍ଜନାର୍ଥ ପିତା ମାତା ଭାତ ଡାଲି ଘିଅ ଆଦି ଗୋଳାଇ କରିଥିବା ଲୋଭନୀୟ ଅନ୍ନ ପିଣ୍ଡ — A ball of rice[synonym(s):প্য়ার ভাত]dal and ghee rolled and kneaded to- gether to attract children