ମଉଜ ବେଳା Mauja beḻā

  • ଦେ. ବି—(ଫା, ମୌଜ+ସଂ. ବେଳା) — ମଜାର ସମୟ — A time of amusement or merriment
  • ଦେ. ବି—(ଫା, ମୌଜ+ସଂ. ବେଳା) — [ଉ—ରଥ ଚାଲେ ଧୀରେ ଧୀରେ, ଖରା ମଉଜ ବେଳେ। ଶିଶୁଙ୍କ ରଥ ଗୀତ।]