ମଇନ୍ଦର Maindara

  • ପ୍ରାଦେ. (ଗଞ୍ଜାମ) ବି (ସଂ. ମହୀନ୍ଦ୍ର) — ଗଞ୍ଜାମର ମହେନ୍ଦ୍ର ଗିରି — Name of a hill in the Ganjam district
  • ପ୍ରାଦେ. (ଗଞ୍ଜାମ) ବି (ସଂ. ମହୀନ୍ଦ୍ର) — [ଦ୍ର—ବାଘ ବଳଦ ବାନ୍ଧିଲି ହଳେ। ଚାଷ କଲି ମଇନ୍ଦର ମାଳେ—ଗଞ୍ଜାମ. ରାଇଲ ଗୀତ।]