ମଅଳଣ ପଡ଼ିବା Ma-aḻaṇa paṟḍ̠ibā

  • ଦେ.କ୍ରି — ମଉଳିଯିବା; ମ୍ଲାନ ହେବା — To become pale
  • ଦେ.କ୍ରି — (ସଭା) ଭାଙ୍ଗି ଯିବା — (a meeting) To disperse