ଭ Bha

  • ସଂ. ବି (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ) — ନକ୍ଷତ୍ର — Star
  • ସଂ. ବି (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ) — [ଉ— ଭରାଜି କି ହାର ସେ ବକ୍ଷ ଆକାଶେ। କବିସୂର୍ଯ୍ୟ, ସଙ୍ଗୀତ]
  • ସଂ. ବି (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ) — ଶୁକ୍ରାଚାର୍ଯ୍ୟ — The preceptor of the demons
  • ସଂ. ବି (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ) — ଗ୍ରହ — Planet
  • ସଂ. ବି (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ) — ଜ୍ୟୋତିଷିକ ରାଶି — A sign of the zodiac
  • ସଂ. ବି (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ) — (ଭ୍ରମ୍ ଧାତୁ+ଭାବ. ଅ)—ଭ୍ରମ; ଭ୍ରାନ୍ତି — Mistake; error
  • ସଂ. ବି (ଭା ଧାତୁ ଦୀପ୍ତି ପାଇବା+କର୍ତ୍ତୃ. ଅ) — (ଭଣ୍ ଧାତୁ—ଶବ୍ଦ କରିବା+କର୍ତ୍ତୃ. ଅ) —ଭ୍ରମର — Black bee