ଭୟା Bhayā
- ଦେ. ବି — ପ୍ରାଚୀନ ଜଳଯାନ ବିଶେଷ (ଜଗବନ୍ଧୁ ପ୍ରାଚୀନ ଉତ୍କଳ) — A kind of ancient boat or ship
- ବୈଦେ. ଅ—(ହିନ୍ଦି. ଭୈୟା; ସଂ. ଭ୍ରାତଃ) — ହେ ଭାଇ ! — Oh, brother !
- ପ୍ରାଦେ. (ଗଡ଼ଜାତ)—ବି. (ସଂ. ଭୟ) — କୌଣସି ଅଞ୍ଚଳରେ ବାଘଆଦି ମାରିବା ଯୋଗୁଁ ସେ ଅଞ୍ଚଳବାସୀ ଲୋକଙ୍କର ବା ସେ ବାଟେ ଯିବା ଲୋକଙ୍କ ମନରେ ତଜ୍ଜନିତ ଅନିଷ୍ଟାଶଙ୍କା (ଯଥା—ଜଙ୍ଗଲ ବାଟରେ ବାଘ ଭୟ।) — Risk of danger from wild animals (in a tract visited or infested by a tiger or other wild animal.)