ଭଡ଼ା ନାଲଚି, ଭଡ଼ା ନାଲିଚି Bhaṟḍ̠ā nāl(a)ichi

  • ଦେ. ବି. (ଓ. ଭଡ଼ା+ଫା. ନାଲିଶ) — ବସ୍ତୁର ସ୍ୱାମୀ ବ୍ୟବହାରକାରୀ ବ୍ୟକ୍ତିଠାରୁ ପ୍ରାପ୍ୟ ଭଡ଼ା ପାଇଁ ଦାଏର କରିବା ମକଦ୍ଦମା — A suit by the owner for realisation of the hire or rent due from the user