ଭଡ଼ା ଛିଣ୍ଡାଇବା Bhaṟḍ̠ā chhiṇḍāibā

  • ଦେ. କ୍ରି — କୌଣସି ବସ୍ତୁକୁ ବ୍ୟବହାର କରିବା ବା ଭୋଗ କରିବା ନିମନ୍ତେ ବସ୍ତୁସ୍ୱାମୀକୁ କେତେ ଭଡ଼ା ଦିଆଯିବ ତାହା ସ୍ଥିର କରିବା — To settle the hire of a thing to be let out
  • ଦେ. କ୍ରି — ବସ୍ତୁକୁ ବ୍ୟବହାର କରିବା ଯୋଗୁଁ ବସ୍ତୁ— ସ୍ୱାମୀଙ୍କୁ ଦେୟ ଭଡ଼ା ସମ୍ପୂର୍ଣ୍ଣରୂପେ ଆଦାୟ ଦେବା; ଚୁକ୍ତି କରି ଦେବା — To pay off the whole hire due to the owner for the use of a thing