ଭଡ଼ା କାଢ଼ିବା Bhaṟḍ̠ā kāṟḍ̠ẖibā

  • ଦେ. କ୍ରି. (ପଦ୍ୟ) — ଚାଲିବା; ପାହୁଣ୍ଡ ପକାଇବା — To put forth steps; to advance steps
  • ଦେ. କ୍ରି. (ପଦ୍ୟ) — (ଉ—କଳି ସେହିକ୍ଷଣି ପଛକୁ କାଢ଼ି ଭଡ଼ା ଆଶ୍ରେ କଲା ଯାଇଁ ବୃଷକେ ବାହାଡ଼ା। କୃଷ୍ଣସିଂହ. ମହା— ଭାରତ. ବନ।)