ଭଡ଼ା କରିବା Bhaṟḍ̠ā karibā

  • ଦେ. କ୍ରି — ଅନ୍ୟ ବ୍ୟକ୍ତିର ଗୃହ ବା ଯାନକୁ ଭଡ଼ା ଦେଇ ବ୍ୟବହାର କରିବା କଥା ସ୍ଥିର କରିବା — To settle to take on hire; to engage on hire
  • ଦେ. କ୍ରି — ଅନ୍ୟ ବ୍ୟକ୍ତିର ଗୃହ ବା ଯାନାଦିକୁ ଭଡ଼ା ଦେଇ ବ୍ୟବହାର କରିବା — To take on hire