ଭ୍ରୂଣଘ୍ନ Bhrū ṇaghna

  • ଦେ. ବିଣ. ପୁଂ (ଭ୍ରୂଣ+ହନ ଧାତୁ+କ୍ୱିପ୍) — ଯେ ଗର୍ଭସ୍ଥ ଭ୍ରୂଣକୁ ନାଶ କରେ; ଯେ ପେଟ ଭଙ୍ଗାଏ; ଗର୍ଭପାତକାରୀ — Bringing about or causing abortion or miscarriage