ଭ୍ରୂକ୍ଷେପ କରିବା Bhrūkshepa karibā

  • ଦେ. କ୍ରି — ଦୃଷ୍ଟି ପକାଇବା — To look at
  • ଦେ. କ୍ରି — ଖାତିର କରିବା — To take notice of; to pay heed to
  • ଦେ. କ୍ରି — (ଯଥା— ସେ ମୋ କଥାକୁ ଆଦୌ ଭ୍ରୂକ୍ଷେପ କଲା ନାହିଁ।)