ଭ୍ରୂକୁଟୀ Bhrūkuṭī
- ସଂ. ବି (ଭ୍ର+କୁଟ୍ ଧାତୁ=କୁଟିଳ ହେବା+ଇ. ଈ) — ଭ୍ରୂକୁଞ୍ଜନ (ଦେଖ) — Bhrūkun̄chana (See)
- ଦେ. ବି (ସଂ. ଭୃଙ୍ଗୀ) — ମହାଦେବଙ୍କ ଦ୍ୱାରପାଳ ଦ୍ୱୟଙ୍କ ମଧ୍ୟରୁ ଜଣେ — One of the two gate- keepers of ṡiba
- ଦେ. ବି (ସଂ. ଭୃଙ୍ଗୀ) — [ଦ୍ର— ଅନ୍ଯ ଦ୍ୱାରପାଳଙ୍କ ନାମ ନନ୍ଦୀ।]