ଭ୍ରୂକୁଞ୍ଜନ କରିବା Bhrūkun̄chana karibā

  • ଦେ. କ୍ରି — କ୍ରୋଧରେ ମୁହଁ ଫଣ ଫଣ କରିବା — To scowl; to frown
  • ଦେ. କ୍ରି — (ଲକ୍ଷଣାର୍ଥ) କ୍ରୋଧ ବା ଅସମ୍ମତି ବା ଅସନ୍ତୋଷ ପ୍ରକାଶ କରିବା — (figurative) To show signs of one's anger, disagreement or displeasure