ଭ୍ରାନ୍ତ Bhrānta
- ସଂ. ବିଣ (ଭ୍ରମ୍ ଧାତୁ+କର୍ତ୍ତୃ. ତ) — ଘୂର୍ଣ୍ଣାୟମାନ — Whirling; revolving
- ସଂ. ବିଣ (ଭ୍ରମ୍ ଧାତୁ+କର୍ତ୍ତୃ. ତ) — ଭ୍ରମଣଶୀଳ — Itinerant
- ସଂ. ବିଣ (ଭ୍ରମ୍ ଧାତୁ+କର୍ତ୍ତୃ. ତ) — ଯେ ଭ୍ରମଣ କରିଥାଏ — Travelled
- ସଂ. ବିଣ (ଭ୍ରମ୍ ଧାତୁ+କର୍ତ୍ତୃ. ତ) — ଭ୍ରମପୂର୍ଣ୍ଣ — Erroneous; full of mistakes
- ସଂ. ବିଣ (ଭ୍ରମ୍ ଧାତୁ+କର୍ତ୍ତୃ. ତ) — ଯାହାର ଭ୍ରମ ଜନ୍ମି ଥାଏ — Mistaken; deluded; fallen into error; erring
- ସଂ. ବିଣ (ଭ୍ରମ୍ ଧାତୁ+କର୍ତ୍ତୃ. ତ) — କିଂକର୍ତ୍ତବ୍ଯବିମୂଢ଼ (ହି. ଶ) — Bewildered
- ସଂ. ବିଣ (ଭ୍ରମ୍ ଧାତୁ+କର୍ତ୍ତୃ. ତ) — ଉନ୍ମତ୍ତ (ହି. ଶ) — Maddened
- ସଂ. ବି — ମତ୍ତ ହାତୀ (ହି.ଶ) — A maddened elephant
- ସଂ. ବି — ଏକପ୍ରକାର ଧାତୁରା; ରାଜଧାତୁରା (ହି. ଶ) — A large species of thorn apple plant