ଭ୍ରାନ୍ତି Bhrānti
- ସଂ. ବି (ଭ୍ରମ୍ ଧାତୁ+ଭାବ ତି) — ଭ୍ରମ; ପ୍ରମାଦ — Error; mistake
- ସଂ. ବି (ଭ୍ରମ୍ ଧାତୁ+ଭାବ ତି) — ମିଥ୍ୟା ଜ୍ଞାନ; ମୋହ — Delusion
- ସଂ. ବି (ଭ୍ରମ୍ ଧାତୁ+ଭାବ ତି) — ମାୟା — Illusion
- ସଂ. ବି (ଭ୍ରମ୍ ଧାତୁ+ଭାବ ତି) — ଭ୍ରମଣ — Walk; wandering
- ସଂ. ବି (ଭ୍ରମ୍ ଧାତୁ+ଭାବ ତି) — ଘୂର୍ଣ୍ଣନ — Revolution
- ସଂ. ବି (ଭ୍ରମ୍ ଧାତୁ+ଭାବ ତି) — ସନ୍ଦେହ (ହି.ଶ) — Doubt
- ସଂ. ବି (ଭ୍ରମ୍ ଧାତୁ+ଭାବ ତି) — କାବ୍ୟାଳଙ୍କାର ବିଶେଷ; ଯହିଁରେ ଉପସ୍ଥିତ ବସ୍ତୁ ସଙ୍ଗେ ଅନ୍ଯ ଅନୁପସ୍ଥିତ ବସ୍ତୁର ସାଦୃଶ୍ୟ ଦେଖି ଦର୍ଶକର ମନରେ ଅନୁପସ୍ଥିତ ବସ୍ତୁର ଧାରଣା ଜନ୍ମିବା ବିଷୟ ବର୍ଣ୍ଣିତ ହୋଇଥାଏ — A figure of speech in which is described how a per son mistakes one thing for another thing on account of the former's similarity with the other
- ଗ୍ରା. ବି. (ସଂ. ଭାତି) — ଶୋଭା — Beauty
- ଗ୍ରା. ବି. (ସଂ. ଭାତି) — (ଉ—ଗାୟେଣୀଙ୍କ ଗତି ଭ୍ରାନ୍ତି ଚାତୁରୀ ତରଙ୍ଗ, ଦେଖିଣ କି ଟଳେ ମନ ଲୋଚନ ସେ ଅଙ୍ଗ। ପ୍ରାଚୀ. ରହସ୍ୟମଞ୍ଜରୀ।]