ଭ୍ରାନ୍ତି କର Bhrānti kara

  • ସଂ. ବି (ଭ୍ରାନ୍ତି+କୃ ଧାତୁ +ଅ) — ଯାହା ଭ୍ରାନ୍ତି ଜନ୍ମାଏ — Delusive
  • ସଂ. ବି (ଭ୍ରାନ୍ତି+କୃ ଧାତୁ +ଅ) — ସନ୍ଦେହ ଉତ୍ପାଦକ — Doubtful; creating doubt