ଭ୍ରାନ୍ତାପହ୍ନୁତି Bhrāntāpahnuti

  • ସଂ. ବି — କୌଣସି ଭ୍ରାନ୍ତିର ଦୂରୀକରଣାର୍ଥ ସତ୍ୟବସ୍ତୁର ବର୍ଣ୍ଣନରୂପ କାବ୍ୟାଳଙ୍କାର ବିଶେଷ— (ହି. ଶ) — A rhetorical figure in which true facts are described to remove a mistaken notion from the mind of the reader