ଭ୍ରାତୃଷ୍ପୁତ୍ର Bhrātushputra

  • ସଂ. ବି. ପୁଂ—(ସଂ. ଭ୍ରାତୃ ଶବ୍ଦର 5 ମୀ ବିଭକ୍ତି 1 ବଚନ ରୂପ ଭ୍ରାତୃଃ=ଭାଇର+ପୁତ୍ର) — ଭାଇର ପୁଅ; ପୁତୁରା; ଭାଇପୁଅ — Brother's son; nephew