ଭ୍ରାତୃପ୍ରେମ Bhrātṛupreme

  • ସଂ. ବି — ଭାଇ ଭାଇ ମଧ୍ୟରେ ସୌହାର୍ଦ୍ଦ୍ୟ — Brotherly attachment
  • ସଂ. ବି — [ଦ୍ର— ଏହା ଦୁଇ ପ୍ରକାର। ଯଥା— ବଡ଼ଭାଇ ପ୍ରତି ସାନଭାଇର ଭକ୍ତି ଓ ସାନଭାଇ ପ୍ରତି ବଡ଼ଭାଇର ବାତ୍ସଲ୍ୟ।]