ଭ୍ରାତୃଜାୟା Bhrātṛujayā

  • ସଂ. ବି. ସ୍ତ୍ରୀ— 6 ଷ୍ଠୀ ତତ୍; ଭ୍ରାତୃ+ଜାୟା) — ଭାଉଜ; ବଡ଼ ଭାଇଙ୍କ ସ୍ତ୍ରୀ — Elder brother's wife
  • ସଂ. ବି. ସ୍ତ୍ରୀ— 6 ଷ୍ଠୀ ତତ୍; ଭ୍ରାତୃ+ଜାୟା) — ଭ୍ରାତୃବଧୂ; ସାନ ଭାଇର ସ୍ତ୍ରୀ; ଭାଇବୋହୂ — younger brother's wife