ଭ୍ରଷ୍ଟାଚରଣ Bhrashṭācharaṇa

  • ସଂ. ବିଣ. ପୁଂ (ବହୁବ୍ରୀହି; ଭ୍ରଷ୍ଟ+ଆଚରଣ) — ପାପାଚାରୀ — Sinful
  • ସଂ. ବିଣ. ପୁଂ (ବହୁବ୍ରୀହି; ଭ୍ରଷ୍ଟ+ଆଚରଣ) — କଦାଚାରୀ — Deviating from morality
  • ବି — (କର୍ମଧା) ମନ୍ଦ ଆଚରଣ; କଦାଚାର — Depraved conduct