ଭ୍ରମରୀ Bhramarī

  • ସଂ. ବି. ସ୍ତ୍ରୀ (ଭ୍ରମର+ଈ) — ମାଈ ଭଅଁର — A female wasp
  • ସଂ. ବି. ସ୍ତ୍ରୀ (ଭ୍ରମର+ଈ) — ଭ୍ରମରଚ୍ଛଳୀ (ଦେଖ) — Bhramarchchhaḻī (See)
  • ସଂ. ବି. ସ୍ତ୍ରୀ (ଭ୍ରମର+ଈ) — ଜତୁକା ନାମକ ଲତା; ପୁତ୍ରଦାତ୍ରୀ (ହି. ଶ.) — A kind of herbal creeper
  • ସଂ. ବି. ସ୍ତ୍ରୀ (ଭ୍ରମର+ଈ) — ମୃଗୀ ରୋଗ (ହି. ଶ.) — Epilepsy
  • ସଂ. ବି. ସ୍ତ୍ରୀ (ଭ୍ରମର+ଈ) — ପାର୍ବତୀ (ହି. ଶ.) — Pārbatī