ଭ୍ରମରୀ ଫୁଲ Bhramarī phula

  • ଦେ. ବି (ବଣିଆ ଶବ୍ଦ) — ଭଅଁର ଆକାରର କାନଫୁଲ — An ornament or ring for the ear resembling a black bee
  • ଦେ. ବି (ବଣିଆ ଶବ୍ଦ) — [ଉ—କର୍ଣ୍ଣେ ତାଟଙ୍କ ଭ୍ରମରୀ ଫୁଲ ଶୋହେ—ଦୀନକୃଷ୍ଣ. ରସକଲ୍ଲୋଳ।]