ଭ୍ରଥା Bhrathā

  • ଗ୍ରା. ବି — (ସଂ. ଭ୍ରାତା) ଭାଇ — Brother
  • ଗ୍ରା. ବି — (ସଂ. ଭର୍ତ୍ତା) ସ୍ୱାମୀ; ପତି — Husband
  • ଗ୍ରା. ବି — [ଉ—ମାୟା ହୋଇ ସିନା ତୋର ଭ୍ରଥା ହୋଇଥିଲା—ପ୍ରତାପ. ଶଶିସେଣା।]