ଭ୍ରତ ଖଣ୍ଡ Bhrata khaṇḍa

  • ଗ୍ରା. ବି (ସଂ. ଭରତଖଣ୍ଡ) — ଭାରତବର୍ଷ — India
  • ଗ୍ରା. ବି (ସଂ. ଭରତଖଣ୍ଡ) — [ଉ—ଭ୍ରତଖଣ୍ଡ ମଧ୍ୟରେ ମିଥିଳା ନାମେ ଦେଶ। ତଥି ଅଧିପତି ଯେ ଜନକ ନରଈଶ—ବିଶ୍ୱନାଥ. ବିଚିତ୍ର ରାମାୟଣ।]